Sunday, October 24, 2021
Home ଅପରାଧ ଓ ଅପରାଧୀ ଅଧିକ ଦାମରେ ଚିକେନ ବିକୁଥିବାରୁ ଜୀବନରୁ ମାରିଦେଲେ…

ଅଧିକ ଦାମରେ ଚିକେନ ବିକୁଥିବାରୁ ଜୀବନରୁ ମାରିଦେଲେ…

ଅଧିକ ଦାମରେ ଚିକେନ ବିକୁଥିବାରୁ ଜୀବନରୁ ମାରିଦେଲେ…

ଲକଡାଉନ ସମୟରେ ବଢ଼ୁଛି ଅପରାଧ । ବଢ଼ୁଛି ଅପରାଧିକ ମାନସିକତା । ଛୋଟ ଛୋଟ ଘଟଣାରେ ଚାଲୁଛି ଚାଖୁ ,ଛୁରୀ । ଏବେ ସାମାନ୍ୟ ଚିକେନ ଦାମକୁ ନେଇ ଛୁରୀ ମାଡରେ ଜଣଙ୍କ ଜୀବନ ଯାଇଛି ।ଏଭଳି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ପଶ୍ଚିମବଂଗର ବାସିନ୍ଦା ଶିରାଜ ଦିଲ୍ଲୀରେ ଠେଲା ଗାଡିରେ ମାଛ ବେପାର କରନ୍ତି । କିଛି ଦିନ ତଳେ ସେ ନୂଆକରି ଚିକେନ ବିକିବା ଆରମ୍ଭ କରିଥିଲେ । ଆଲମ ନାମକ ସ୍ଥାନୀୟ ଯୁବକ ତାଙ୍କ ଠାରୁ ଚିକେନ କିଣିବାକୁ ଆସିଥିଲା । କିଣିବା ପୂର୍ବରୁ ଶିରାଜକୁ ଦାମ ପଚାରିଲା । କିନ୍ତୁ ଶିରାଜ କହିଥିବା ଦାମ ଅଧିକଥିବା କହି ତା ସହ ଯୁକ୍ତିତର୍କ କଲା । ଓ ପରେ ନିଜ ତିନିଭାଇଙ୍କ ସହ ମିଶି ଶିରାଜ କୁ ଛୁରୀ ଓ ଲୁହା ରଡରେ ଆକ୍ରମଣ କଲା । ଘଟଣା ସ୍ଥଳରେ ଶିରଜ ମୃତ୍ୟୁ ବରଣ କରିଛି । ପୋଲିସ ଏହି ଘଟଣାରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...