Wednesday, October 28, 2020
Home ଖବର କରୋନା ଲଢ଼େଇର ପ୍ଲାନ- B..ସମସ୍ତଙ୍କୁ ସଂକ୍ରମିତ କରିଦିଅ..!!

କରୋନା ଲଢ଼େଇର ପ୍ଲାନ- B..ସମସ୍ତଙ୍କୁ ସଂକ୍ରମିତ କରିଦିଅ..!!

କରୋନା ଲଢ଼େଇର ପ୍ଲାନ B..ସମସ୍ତଙ୍କୁ ସଂକ୍ରମିତ କରିଦିଅ..!!

ସମଗ୍ର ବିଶ୍ୱ ଏବେ କରୋନା କବଳରେ ଧରାଶାୟୀ। ପରଦିନ ପୃଥିବୀରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ସାମାଜିକ ଦୂରତା ଅବଲମ୍ବନ ପାଇଁ ଗୁରୁତ୍ୱାରୋପ କରାଯାଉଛି। ଲକ୍‌ଡାଉନ୍‌ ଉଠାଇ ନିଆଗଲେ ସାମାଜିକ ଦୂରତା ବଜାୟ ରଖିବା ଅସମ୍ଭବ ହୋଇପଡ଼ିବ।ସେହିପରି ସ୍ଥିତି ଭୟାନକ ହୋଇପାରେ।ଏପଟେ ଲକ୍‌ଡାଉନ୍‌ ଭଳି ବ୍ୟବସ୍ଥା ଅଧିକ ଦିନ ଧରି ଜାରି ରଖିବା ସମ୍ଭବ ମଧ୍ୟ ହେବ ନାହିଁ। ଏହାଦ୍ୱାରା ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବା ସହିତ ଦିନ ଆସିବ ଲୋକେ ଖାଇବାକୁ ନ ପାଇ ଭୋକରେ ମରିବେ।

ତେଣୁ ଏବେ ପୃଥିବୀର କେତେକ ଚିକିତ୍ସା ବିଶେଷଜ୍ଞ ସମସ୍ତଙ୍କୁ ସଂକ୍ରମିତ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।ଯାହାକୁ ପ୍ଲାନ B କୁହାଯାଉଛି। ଏହାକୁ ହର୍ଡ ଇମ୍ୟୁନିଟି ବୋଲି କୁହାଯାଇଥାଏ। ଏହାକୁ କରୋନାରୁ ମୁକ୍ତି ପାଇବାର ପ୍ଲାନ୍‌-ବି ଭାବେ ଗ୍ରହଣ କରିବାକୁ କେତେକ କହିଛନ୍ତି। ଏହା ଅତ୍ୟନ୍ତ ବିପଦଜନକ ହୋଇଥିବାରୁ ବହୁ ବିଶେଷଜ୍ଞ ଏହାର ବିରୋଧ ମଧ୍ୟ କରୁଛନ୍ତି। ଅଧିକ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ହେଲେ ଶରୀରରେ ଆପେଆପେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହେବ। ଏହା କରୋନା ବିରୋଧରେ ସ୍ଥାୟୀ ପ୍ରତିରୋଧକ ଭାବେ କାର୍ଯ୍ୟ କରିବ ବୋଲି ବହୁ ବିଶେଷଜ୍ଞ ମତପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...