ଝାରସୁଗୁଡ଼ାରେ ଆଉ ଜଣେ..ଓଡିଶା@୧୬୦..
ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଂଚିଛି।ସେହିପରି ଝାରସୁଗୁଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଂଚିଛି।ପୂର୍ବରୁ ଝାରସୁଗୁଡ଼ାର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଥିଲେ।ସେ ପଶ୍ଚିମବଙ୍କ ଫେରନ୍ତା ଥିଲେ।ତେଣୁ ଏବେ ଯେଉଁ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ସେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନା ନାହିଁ..କିମ୍ବା କେଉଁଠୁଁ ସଂକ୍ରମିତ ହୋଇଛନ୍ତି ସେ ନେଇ Contact Tracing ଆରମ୍ଭ ହୋଇଛି।