ବାଲେଶ୍ଵରରେ ଆଉ ଜଣେ କାରୋନା ପଜିଟିଭ ଚିହ୍ନଟ…ରାଜ୍ୟରେ ୧୬୧
ବାଲେଶ୍ଵରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଂଚିଛି।ସେ ପଶ୍ଚିମବଙ୍କ ଫେରନ୍ତା ଥିଲେ ବୋଲି ସୂଚନା ଦେଇଛି ପ୍ରଶାସନ।ସେ ଲକ୍ଷଣ ବିହୀନ ଥିଲେ।