Wednesday, October 28, 2020
Home ଖବର ଭାରତରେ ପେଟ୍ରୋଲ ଲିଟର ୨୨ଟଙ୍କା ,ଡିଜେଲ ୨୧ ଟଙ୍କା…!!!

ଭାରତରେ ପେଟ୍ରୋଲ ଲିଟର ୨୨ଟଙ୍କା ,ଡିଜେଲ ୨୧ ଟଙ୍କା…!!!

ଭାରତରେ ପେଟ୍ରୋଲ ଲିଟର ୨୨ଟଙ୍କା ,ଡିଜେଲ ୨୧ ଟଙ୍କା…

ଆମ ଦେଶରେ ପେଟ୍ରୋଲ ଲିଟର ପିଛା ୨୨ଟଙ୍କା ଡିଜେଲ ଲିଟର ପିଛା ୨୧ ଟଙ୍କା । ହଁ ଆପଣ ଶୁଣୁଥିବା ଏହି ଡର ହେଉଛି ଏବେର ଦର ,୨୦ ବର୍ଷ ତଳର ନୁହେଁ । ବିଶ୍ୱରେ ମାନ୍ଦାବସ୍ଥା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲର ମୁଲ୍ୟ ହ୍ରାସପାଇଛି । କିନ୍ତୁ ଦର ଶୁଣି ଖୁସି ଲାଗୁଥିଲେ ବି ଏହି ଦରରେ ଆପଣଙ୍କୁ ମିଳିପାରିବନି ପେଟ୍ରୋଲ କିମ୍ବା ଡିଜେଲ । କାରଣ ପେଟ୍ରୋଲ ଉପରେ ସରକାରଙ୍କ ଟିକସ ହେଉଛି ପାଖାପାଖି ୪୯ ଟଙ୍କା ଓ ଡିଜେଲ ଉପରେ ୪୮ ଟଙ୍କା ।

ଏହାର ଅର୍ଥ ହେଉଛି ୨୨ଟଙ୍କାର ପେଟ୍ରୋଲକୁ ଆପଣ ୭୧ ଟଙ୍କାରେ ଓ ୨୧ଟଙ୍କାର ଡିଜେଲକୁ ଆପଣ ୬୯ ଟଙ୍କାରେ କିଣୁଛନ୍ତି । ତା’ଛଡା ସରାକର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ବଢ଼ାଇଛନ୍ତି । ଏବେ ଆପଣ ଇନ୍ଧନ କିଣିବାକୁ ୬୯% ଟ୍ୟକ୍ସ ଦେଉଛନ୍ତି । ଯାହା ସରା ବିଶ୍ୱରେ ସର୍ବାଧିକ । ୬୦ % ଉପରେ ଟ୍ୟାକ୍ସ ନେଉଥିବା ଅନ୍ୟ ଦେଶଗୁଡିକ ହେଉଛନ୍ତି ଜର୍ମାନୀ,ଇଟାଲୀ ଓ ବ୍ରିଟେନ । ଏହି ଟ୍ୟାକ୍ସ ଭିତରେ ଭାଟ,ଉତ୍ପାଦ କର,ଏକ୍ସାଇଜ ଟ୍ୟାକ୍ସ ପ୍ରଭୃତି ସାମିଲ ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...