Thursday, April 15, 2021
Home ଖବର କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷିତ ରଖେ ସାନିଟାଇଜର?? ପଢନ୍ତୁ ଏବଂ ଜାଣନ୍ତୁ..

କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷିତ ରଖେ ସାନିଟାଇଜର?? ପଢନ୍ତୁ ଏବଂ ଜାଣନ୍ତୁ..

କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷିତ ରଖେ ସାନିଟାଇଜର??
ପଢନ୍ତୁ ଏବଂ ଜାଣନ୍ତୁ..

ସାରା ବିଶ୍ୱକୁ ଭୟଭୀତ କରି ରଖିଚି କରୋନ। ଆମ ଦେଶ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହିଁ। ତେବେ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ନାକ, ମୁହଁକୁ ହାତ ନ ମାରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି।

ତେବେ ବହୁ ଲୋକ ଏହା ଜାଣିବାକୁ ଚାହାନ୍ତି ଯେ, ଥରେ ସାନିଟାଇଜର ଲଗାଇବା ପରେ ତାର ପ୍ରଭାବ ହାତରେ କେତେ ସମୟ ରହିଥାଏ। ଯାହା ଜଣାପଡିଛି ହ୍ୟାଣ୍ଡ ସାନିଟାଇଜର ଅଧିକ ସମୟ ଯାଏଁ କାମ କରେନାହିଁ। ସେଥିପାଇଁ ନିୟମିତ ସମୟ ବ୍ୟବଧାନରେ ଲୋକଙ୍କୁ ହ୍ୟାଣ୍ଡୱାଶରେ ହାତ ଧୋଇବା ଆବଶ୍ୟକ। ତେବେ ଆଲକହଲ ଯୁକ୍ତ ସାନିଟାଇଜର ଅଧିକ ଉପଯୁକ୍ତ।

(ବିଜ୍ଞାପନ)

କିନ୍ତୁ ଏହା ମଧ୍ୟ ଅଧିକ ସମୟ ଯାଏଁ ଆପଣଙ୍କୁ ସୁରକ୍ଷିତ ରଖିନଥାଏ। ଏହାର ମୁଖ୍ୟ କାରଣ ହେଲା ଆପଣଙ୍କ କାର୍ଯ୍ୟକଳାପ। ମଣିଷ ସବୁବେକେ କିଛି ନା କିଛି କାମ କରୁଥାଏ। କାମ କରିବା ସମୟରେ ଆମେ ଅନେକ ଜିନିଷକୁ ଛୁଇଁଥାନ୍ତି, ଯାହାଫଳରେ ସାନିଟାଇଜରର ପ୍ରଭାବ କମିଯାଇଥାଏ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...