Saturday, November 27, 2021
Home ଖବର କୁକୁର ଦ୍ୱାରା ମଣିଷଙ୍କଠାରେ ବ୍ୟାପିଛି କରୋନା ଭାଇରସ୍!

କୁକୁର ଦ୍ୱାରା ମଣିଷଙ୍କଠାରେ ବ୍ୟାପିଛି କରୋନା ଭାଇରସ୍!

କୁକୁର ଦ୍ୱାରା ମଣିଷଙ୍କଠାରେ ବ୍ୟାପିଛି କରୋନା ଭାଇରସ୍!

କରୋନା ଭାଇରସକୁ ନେଇ ପ୍ରତି ସପ୍ତାହରେ କିଛି ନୂଆ ନୂଆ ଗବେଷଣା ହେଉଛି ଏବଂ ଏଥିରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କରୋନା ଭାଇରସ୍ ବାଦୁଡିଠାରୁ ଆସିଛି ବୋଲି ପୂର୍ବରୁ ଗବେଷକ ଦାବି କରିଥିଲେ ଏବଂ ଏହି ଦାବିକୁ ପ୍ରାୟତଃ ସମସ୍ତେ ଗ୍ରହଣ ମଧ୍ୟ କରିଛନ୍ତି । କିନ୍ତୁ କରୋନା ଭାଇରସ୍ କୌଣସି ଜୀବ ମାଧ୍ୟମରେ ମଣିଷଙ୍କ ନିକଟକୁ ଆସିଛି କି ନାହିଁ, ତାହା ଏପର୍ଯ୍ୟନ୍ତ ଏହା ସ୍ଥିର ହୋଇନାହିଁ । ବର୍ତ୍ତମାନ ଏକ ନୂଆ ଗବେଷଣାରେ ଆସିଥିବା ତଥ୍ୟରେ କୁହାଯାଇଛି ଯେ, କରୋନା ଭାଇରସ୍ ବାଦୁଡିଠାରୁ କୁକୁରକୁ ଆସିଥିଲା । ପରେ କୁକୁର ମାଧ୍ୟମରେ ମଣିଷମାନଙ୍କୁ ଆକ୍ରାନ୍ତ କରିଥିଲା । ତେବେ ଆସନ୍ତୁ ଜାଣିବା ଗବେଷକମାନେ କଣ ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି…

କରୋନା ପୂର୍ବରୁ ଦୁଇଟି ଭାଇରସ୍ ବାଦୁଡିଠାରୁ ସୃଷ୍ଟି ହୋଇ ପଶୁ ମାଧ୍ୟମରେ ମଣିଷଙ୍କୁ ସଂକ୍ରମିତ କରିଥିଲା । ଫେବ୍ରୁଆରୀରେ କରାଯାଇଥିବା ପ୍ରାରମ୍ଭିକ ଗବେଷଣାରେ ବୈଜ୍ଞାନିକମାନେ ମତବ୍ୟକ୍ତ କରିଥିଲେ ଯେ, କୋଭିଡ୍-୧୯ ବାଦୁଡିଠାରୁ ପିମ୍ପୁଡି ଖାଉଥିବା ପାଙ୍ଗୋଲିନ୍ ଭିତରକୁ ଆସିଥିଲା । ଏହା ପରେ ଭାଇରସ୍ ପାଙ୍ଗୋଲିନରୁ ମଣିଷ ଶରୀରରେ ପ୍ରବେଶ କରିଥିଲା । କିନ୍ତୁ ଏହି ସିଦ୍ଧାନ୍ତରେ ବୈଜ୍ଞାନିକମାନେ ସହମତି ହୋଇନଥିଲେ ।

କାନାଡର ଅଟ୍ଟୋ ବିଶ୍ୱବାଦ୍ୟାଳୟର ବାୟୋଲୋଜି ପ୍ରଫେସର ଜୁହୁଆ ଜିଆ ନିଜ ତରଫରୁ କରୋନା ଉପରେ ଏକ ଗବେଷଣା ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ କରୋନା ଭାଇରସ୍ ବାଦୁଡାଠାରୁ ବାହାରି କୁକୁର ମାଧ୍ୟମରେ ମଣିଷଙ୍କୁ ଆକ୍ରାନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart