Thursday, January 21, 2021
Home ଖବର ସ୍ଵାମୀଙ୍କ ସେ-କ୍ସ ଡିମାଣ୍ଡରେ ବିରକ୍ତ ହୋଇ ଘରୁ ପଳାଇଲେ ସ୍ତ୍ରୀ, ଦବିକଲେ ଲକଡାଉନ୍ ହଟାଅ...

ସ୍ଵାମୀଙ୍କ ସେ-କ୍ସ ଡିମାଣ୍ଡରେ ବିରକ୍ତ ହୋଇ ଘରୁ ପଳାଇଲେ ସ୍ତ୍ରୀ, ଦବିକଲେ ଲକଡାଉନ୍ ହଟାଅ ନହେଲେ ସ୍ୱାମୀଙ୍କୁ ଅଫିସ୍ ପଠାଅ…

ସ୍ଵାମୀଙ୍କ ସେ-କ୍ସ ଡିମାଣ୍ଡରେ ବିରକ୍ତ ହୋଇ ଘରୁ ପଳାଇଲେ ସ୍ତ୍ରୀ, ଦବିକଲେ ଲକଡାଉନ୍ ହଟାଅ ନହେଲେ ସ୍ୱାମୀଙ୍କୁ ଅଫିସ୍ ପଠାଅ…

କରୋନା ମହାମାରୀର ମୁକାବିଲା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶ ତାଲା ପକାଇ ଦେଇଛନ୍ତି। ତେବେ ଏହି ଲକଡାଉନ୍ ଯୋଗୁ ଅନେକ ପ୍ରକାରର ସମସ୍ୟା ସାମ୍ନାକୁ ଆସିଛି| ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଆଫ୍ରିକୀୟ ଦେଶ ଘାନାର ଜଣେ ମହିଳା ତାଲାବନ୍ଦ କାରଣରୁ ନିଜର ସମସ୍ୟା ବିଷୟରେ କହୁଥିବାର ନଜର ଆସୁଛନ୍ତି। ତାଲାବନ୍ଦ ତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଅବସ୍ଥା ଏତେ ଖରାପ ଯେ ତାଙ୍କୁ ନିଜ ଘର ଛାଡି ବାଧ୍ୟ ହୋଇ ଅଫିସ ଯିବାକୁ ପଡିବ ।ତେବେ ତାଙ୍କର ଏହି ସମସ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହାର କାରଣ ହେଉଛି ତାଙ୍କ ସ୍ୱାମୀଙ୍କର ବଢୁଥିବା ସେ-କ୍ସ ଡିମାଣ୍ଡ | ଏହି ସମସ୍ୟା କେବଳ ଜଣେ ମହିଳାଙ୍କ ନୁହେଁ ତା ନୁହେଁ।ବରଂ ବିଶ୍ୱର ଅନେକ ମହିଳା ଯେଉଁମାନେ ନିଜ ସ୍ୱାମୀଙ୍କ ବାରମ୍ବାର ସେ-କ୍ସ ଡିମାଣ୍ଡ ଦ୍ୱାରା ଅସୁବିଧାରେ ପଡ଼ଯାଇଛନ୍ତି |

ସବୁ ସମୟରେ ସ୍ୱାମୀଙ୍କ ସେ-କ୍ସ ଦାବିରେ ବିରକ୍ତ ହୋଇ ଘାନାର ଏହି
ମହିଳାଜଣଙ୍କ ସୋସିଆଲ ମିଡିଆରେ ନିଜର କଷ୍ଟ ସମ୍ପର୍କରେ କହିଛନ୍ତି ଯେ ଆଖି ଖୋଲିଲେ କି ନାହିଁ ସ୍ଵାମୀ ସେ-କ୍ସ ପାଇଁ ରେଡି ହେଇଯାଉଛନ୍ତି । ଯଦି ଆପଣ ଏହା କରିଦେଲେ ତାପରେ ଖାଇବାକୁ ତିଆରି କର, ସେ ଖାଇବେ, ଟିଭି ଦେଖିବେ ଏବଂ ଅଳ୍ପ ସମୟ ମଧ୍ୟରେ ସେ ପୁନର୍ବାର ସେ-କ୍ସ କରିବାକୁ କହିବେ , ତା’ପରେ ସେ-କ୍ସ, ତା’ପରେ ସେ-କ୍ସ …… ଆମେ ଲକଡାଉନରେ ସେ-କ୍ସ ପାଇଁ ନାହୁଁ, ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଲକଡାଉନରେ ଅଛୁ | ମୋ ସ୍ୱାମୀ ଅତ୍ୟଧିକ ସେ-କ୍ସ ସମ୍ପର୍କ ରଖୁଛନ୍ତି |

ମହିଳାଙ୍କ କହିବା କଥା କି ଯେ ଯଦି ଲକଡାଉନ୍ ବନ୍ଦ କରାନଗଲା, ତେବେ ସେମାନଙ୍କ ସ୍ୱାମୀଙ୍କୁ କାମକୁ ପଠାଯିବା ଉଚିତ୍। ବର୍ତ୍ତମାନ ପର୍ଯ୍ୟନ୍ତ ଘାନାର ୫୦୦ ରୁ ଅଧିକ ଲୋକ କରୋନା ଭୁତାଣୁରେ ସଂକ୍ରମିତ ହେଇଛନ୍ତି।

ତେବେ ଏହି ସମସ୍ୟା କେବଳ ଗୋଟିଏ ଦେଶ କିମ୍ବା ଗୋଟିଏ ଘରର ନୁହେଁ | ଅନେକ ମହିଳା ମାନେ ବି ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେତେବେଳେ ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ପଡେ | ଏପରି ପରିସ୍ଥିତିରେ କିଛି ପରିସ୍ଥିତି ଏପରି ଅଛି ଯେଉଁଥିରେ ମହିଳାମାନେ ନିଜେ ଆଗକୁ ଆସିବା ଉଚିତ୍ |

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...