Sunday, October 24, 2021
Home ଖବର ହାଇଡ୍ରୋକ୍ସି କ୍ଳୋରୋକୁଇନ୍‍ ବ୍ୟବହାର ନେଇ ସତର୍କତା…

ହାଇଡ୍ରୋକ୍ସି କ୍ଳୋରୋକୁଇନ୍‍ ବ୍ୟବହାର ନେଇ ସତର୍କତା…

ହାଇଡ୍ରୋକ୍ସି କ୍ଳୋରୋକୁଇନ୍‍ ବ୍ୟବହାର ନେଇ ସତର୍କତା…

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଅବା ସେ ସମ୍ବନ୍ଧୀୟ କିଛି ଲକ୍ଷଣ ପ୍ରକାଶ ପାଇଲେ ଲୋକେ ହାଇଡ୍ରୋକ୍ସି କ୍ଳୋରୋକୁଇନ୍‍ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏମ୍‍ସର ଫୁସ୍‍ଫୁସ୍‍ ଚିକିତ୍ସା ବିଭାଗ ମୁଖ୍ୟ ଡକ୍ଟର ଅନନ୍ତ ମୋହନ, ଡାକ୍ତରଙ୍କ ପରାମର୍ଶ ବିନା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‍ ବଟିକା କିମ୍ବା ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର କରାଯାଉଥିବା କୌଣସି ବଟିକାକୁ ସେବନ ନ କରିବା ଲାଗି ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ସେହିପରି ଏମ୍‍ସର ଆସୋସିଏଟ୍‍ ପ୍ରଫେସର ଡକ୍ଟର ନିରଜ ନିଶ୍ଚଲ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷାପାଇବା ଲାଗି ଲୋକମାନଙ୍କୁ ନିଜ ନିଜ ଘର ଭିତରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରିବାକୁ ମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...