Thursday, October 22, 2020
Home ଆସ ବୁଲିଯିବା ଜାଣନ୍ତୁ ଏସିଆର ସବୁଠାରୁ ଛୋଟ ଦେଶ ବିଷୟରେ କିଛି ବିସ୍ମୟ ତଥ୍ୟ ...

ଜାଣନ୍ତୁ ଏସିଆର ସବୁଠାରୁ ଛୋଟ ଦେଶ ବିଷୟରେ କିଛି ବିସ୍ମୟ ତଥ୍ୟ …

ଜାଣନ୍ତୁ ଏସିଆର ସବୁଠାରୁ ଛୋଟ ଦେଶ ବିଷୟରେ କିଛି ବିସ୍ମୟ ତଥ୍ୟ

ବିଶ୍ବରେ ଭିଭିନ୍ନ ମହାଦେଶରେ ଅନେକ ଦେଶ ଅଛି, ଯାହାର ଆକାର ବେଶ ଛୋଟ ଏବଂ ଏଠାରେ ଜନସଂଖ୍ୟା ସେହି ଅନୁସାରେ କମ।ୟୁରୋପ ମହାଦେଶରେ ଅବସ୍ଥିତ ଭାଟିକାନ୍ ସିଟି ବିଶ୍ବର ସବୁଠାରୁ ଛୋଟ ଦେଶ ଭାବେ ପରିଗଣିତ। କିନ୍ତୁ ଆପଣ ଜାଣନ୍ତି କି ଏସିଆ ମହାଦେଶର ସବୁଠାରୁ ଛୋଟ ଦେଶ କେଉଁ ଦେଶ ?

ଭାରତ ମହାସାଗରରେ ଅବସ୍ଥିତ ଏହି ଦେଶ ବହୁତ ଖୁବ୍ ସୁନ୍ଦର। ଶ୍ରୀଲଙ୍କା ଠାରୁ ଏହାର ଦୂରତା ପ୍ରାୟ ୯୮୩ କିମି ଏବଂ ଭାରତର ଲକ୍ଷଦ୍ୱୀପ ଠାରୁ ଏହାର ଦୂରତା ୭୯୩ ।ଆଉ ଏହି ଦେଶର ନାଁ ହେଉଛି ମାଳଦ୍ୱୀପ।

ବ୍ରିଟିଶମାନଙ୍କଠାରୁ ଏହି ଦେଶ ୧୯୬୫ରେ ସ୍ୱାଧୀନତା ପାଇଥିଲା। ଏହି ଦେଶ ବ୍ରିଟିଶମାନଙ୍କ ଅଧୀନରେ ୮୦୦ରୁ ଅଧିକ ବର୍ଷଧରି ଶାସନାଧୀନ ଥିଲା। ଏହି ଦେଶକୁ ପ୍ରଥମେ ଭାରତ ସ୍ୱୀକୃତି ଦେଇଥିଲା। ୧୯୬୮ ନଭେମ୍ବର ୧୧ରେ ମାଳଦ୍ୱୀପକୁ ଏକ ଗଣତନ୍ତ୍ର ଭାବରେ ଘୋଷଣା କରାଯାଇଥିଲା। ଉଭୟ ଜନସଂଖ୍ୟା ଏବଂ ଅଞ୍ଚଳରେ ଏହା ଏସିଆର ସବୁଠାରୁ ଛୋଟ ଦେଶ। ୨୦୧୬ ଜନଗଣନା ଅନୁଯାୟୀ, ଏଠାରେ ସମୁଦାୟ ଜନସଂଖ୍ୟା ପ୍ରାୟ ଚାରି ଲକ୍ଷ ୨୮ ହଜାର।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...