Saturday, October 23, 2021
Home ଖବର ଲକ୍-ଡାଉନ୍ ପ୍ରଭାବ..ରାଜ ରାସ୍ତାରେ ଭାଲୁ ..

ଲକ୍-ଡାଉନ୍ ପ୍ରଭାବ..ରାଜ ରାସ୍ତାରେ ଭାଲୁ ..

ଲକ୍-ଡାଉନ୍ ପ୍ରଭାବ..ରାଜ ରାସ୍ତାରେ ଭାଲୁ ..

ମହାମାରୀ କରୋନା ଯୋଗୁଁ ଦେଶରେ ଜାରି ହୋଇଛି ଲକ୍-ଡାଉନ୍।ଯାହା ଫଳରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ବନ୍ୟଜନ୍ତୁ । ଜଙ୍ଗଲୀ ପଶୁପକ୍ଷୀ ରାସ୍ତା ଉପରେ ନିର୍ଭୟରେ ବୁଲୁଥିବାର ଦେଖିବାକୁ ମିଳିଛି ।କେଉଁଠି ରାସ୍ତା ଉପରେ ହରିଣ ତ ପୁଣି କେଉଁଠି ରାସ୍ତା ଉପରେ ଗୟଲ ଦେଖିବାକୁ ମିଳୁଛି।ଏପରିକି ଲୋକଙ୍କୁ ଘରେ ରଖିବା ପ୍ରୟାସରେ ରୁଷିଆ ସରକାର ରାସ୍ତା ଉପରେ ସିଂହ ଛାଡିଥିବାର କିଛି ଲୋକ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା କରିଥିଲେ।କିନ୍ତୁ ତାହା ମିଥ୍ୟା ଥିଲା।

ସ ନିକଟରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଭାଲୁ ରାସ୍ତା ଉପରେ ବୁଲୁଥିବାର ନଜର ଆସିଛନ୍ତି । ଏଭଳି ଦୃଶ୍ୟ ଆନ୍ଧ୍ରପ୍ରଦେଶର ତିରୁମାଳାରେ ଦେଖିବାକୁ ମିଳିଥିବା ବେଳେ ଲୋକମାନେ ବି ଏହାକୁ ବେଶ୍ ପସନ୍ଦ କରିଛନ୍ତି । ରାତି ସମୟରେ ୨ଟି ଭାଲୁ ରାସ୍ତାରେ ଉପରେ ବୁଲୁଥିବାର ଭିଡିଓକୁ ଭାରତୀୟ ବନ ସେବାର ଅଧିକାରୀ ସୁଶାନ୍ତ ନନ୍ଦ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...