Thursday, January 20, 2022
Home ଖବର ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି ରିଚାର୍ଜରେ ମିଳିବ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି ରିଚାର୍ଜରେ ମିଳିବ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି ରିଚାର୍ଜରେ ମିଳିବ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌

ଲକଡାଉନ ବେଳେ ଏୟାରଟେଲ ଗ୍ରାହକଙ୍କ ପାଇଁ କମ୍ପାନୀ ଆଣିଦେଇଛି ଖୁସି ଖବର। କମ୍ପାନି ଏୟାରଟେଲ ଗ୍ରାହକଙ୍କୁ ୫୦ ପ୍ରତିଶତର କ୍ୟାସବ୍ୟାକ୍‌ ସୁବିଧା ପ୍ରଦାନ କରୁଛି। ଏହି କ୍ୟାସବ୍ୟାକ୍‌ ଆପଣଙ୍କୁ ଏୟାରଟେଲ ମନି ଓ୍ଵାଲେଟରେ ପ୍ରଥମ ରିଚାର୍ଜ (ପ୍ରିପେଡ, ପୋଷ୍ଟପେଡ୍‌, ଡିଟିଏଚ)ରେ ମିଳିବ। ଏହା ବ୍ୟତୀତ କମ୍ପାନି ତିନିଟି ପ୍ରିପେଡ ପ୍ଲାନ୍ସରେ ୪୦ଟଙ୍କା ଓ କିଛି ପ୍ରିପେଡ ପ୍ଲାନ୍‌ରେ ୨୦ଟଙ୍କା ଓ ଅନ୍ୟ ପ୍ଲାନ୍‌ରେ ୧୦ ପ୍ରତିଶତର କ୍ୟାସବ୍ୟାକ୍‌ର ସୁବିଧା ପ୍ରଦାନ କରୁଛି। ସେହିପରି ଯଦି ଆପଣ ରିଚାର୍ଜରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଚାହୁଁଛନ୍ତି ତେବେ ବ୍ୟବହାରକାରୀଙ୍କୁ ଏୟାରଟେଲ ମନି ଓ୍ଵାଲେଟରେ ପଞ୍ଜିକରଣ କରି ରିଚାର୍ଜ କରିବାକୁ ପଡ଼ିବ।

କ୍ୟାସବ୍ୟାକ୍‌ ମିଳୁଥିବା ପ୍ରିପେଡ ପ୍ଲାନ୍‌ଗୁଡ଼ିକ ମଧ୍ୟରେ ଏୟାରଟେଲର ପ୍ଲାନ୍‌ ୨୪୯ଟଙ୍କା, ୫୯୮ଟଙ୍କା, ୬୯୮ଟଙ୍କା ଥିବା ରହିଛି। ଏହି ପ୍ରିପେଡ ପ୍ଲାନ୍‌ରେ ଗ୍ରାହକ ରିଚାର୍ଜ କଲେ ସେମାନଙ୍କୁ ୪୦ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ସେହିପରି ଯଦି ଆପଣ ୧୪୯ଟଙ୍କା, ୧୯୯ଟଙ୍କା ଓ ୨୧୯ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୨୦ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ଏହାର ବ୍ୟତୀତ ୪୫ଟଙ୍କାରୁ ୧୪୮ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କଲେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ କ୍ୟାସବ୍ୟାକ୍‌ ଦେଉଛି କମ୍ପାନି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart