Thursday, October 22, 2020
Home ଆସ ଭଲ ମଣିଷ ହେବା ମୁଁ ରେଳମନ୍ତ୍ରୀ ବୋଲି ମୋ ମାଆଙ୍କୁ କହିବନି..କାହିଁକି ଏମିତି କହିଥିଲେ ଲାଲ ବାହାଦୂର ଶାସ୍ତ୍ରୀ..!!!

ମୁଁ ରେଳମନ୍ତ୍ରୀ ବୋଲି ମୋ ମାଆଙ୍କୁ କହିବନି..କାହିଁକି ଏମିତି କହିଥିଲେ ଲାଲ ବାହାଦୂର ଶାସ୍ତ୍ରୀ..!!!

କାହାଣୀ ନୁହେଁ ସତ କଥାଟିଏ

ପୁଅ ମାଆ ଙ୍କୁ ନିଜେ ରେଳ ମନ୍ତ୍ରୀ ଥିବା ନକହି , ରେଳ ବିଭାଗରେ କାମ କରୁଛି ବୋଲି କହିଥିଲେ ।। ଥରେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥାନ୍ତି । ପୁଅ ଆସିଥିବା ଖବର ପାଇ ସେଠାକୁ ମାଆ ବି ପହଞ୍ଚି ଗଲେ ଓ ଲୋକଙ୍କୁ ତାଙ୍କ ନାଁ କହି ପଚାରିଲେ, ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ! ତାଙ୍କୁ ପୁଅଙ୍କ ନିକଟକୁ ନେଇଯାଇ ଚିହ୍ନିବା ପାଇ କହିଲେ । ମାଆ ପୁଅ ଙ୍କ ଭେଟ ହେଲା । କିଛି ସମୟ ତାଙ୍କୁ ପାଖରେ ରଖି ସେ ଘରକୁ ପଠାଇଦେଲେ ।
ଆପଣ ମାଆ ଙ୍କୁ ଘରକୁ ପଠାଇଦେବା ପରେ ଭାଷଣ କାହିଁକି ଦେଲେ ବୋଲି ସାମ୍ବାଦିକ ମାନେ ପଚାରିବାରୁ ସେ କହିଲେ, ମାଆ ଯଦି ଜାଣି ଯିବେ ଯେ ମୁଁ ମନ୍ତ୍ରୀ ବୋଲି ତେବେ ଲୋକଙ୍କ ଅନୁରୋଧ ଏଡି ନପାରି ନାନାଦି ସୁପାରିଶ କରିବସିବେ ଓ ମୁଁ ମାଆ ଙ୍କ କଥାକୁ ଏଡିଦେଇ ପାରିବି ନାହିଁ ।
ଇଏ ହେଉଛନ୍ତି ସେଇ ବିରଳ ଜନନାୟକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ।


LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...