Sunday, October 24, 2021
Home ଆସ ଭଲ ମଣିଷ ହେବା ମୁଁ ରେଳମନ୍ତ୍ରୀ ବୋଲି ମୋ ମାଆଙ୍କୁ କହିବନି..କାହିଁକି ଏମିତି କହିଥିଲେ ଲାଲ ବାହାଦୂର ଶାସ୍ତ୍ରୀ..!!!

ମୁଁ ରେଳମନ୍ତ୍ରୀ ବୋଲି ମୋ ମାଆଙ୍କୁ କହିବନି..କାହିଁକି ଏମିତି କହିଥିଲେ ଲାଲ ବାହାଦୂର ଶାସ୍ତ୍ରୀ..!!!

କାହାଣୀ ନୁହେଁ ସତ କଥାଟିଏ

ପୁଅ ମାଆ ଙ୍କୁ ନିଜେ ରେଳ ମନ୍ତ୍ରୀ ଥିବା ନକହି , ରେଳ ବିଭାଗରେ କାମ କରୁଛି ବୋଲି କହିଥିଲେ ।। ଥରେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥାନ୍ତି । ପୁଅ ଆସିଥିବା ଖବର ପାଇ ସେଠାକୁ ମାଆ ବି ପହଞ୍ଚି ଗଲେ ଓ ଲୋକଙ୍କୁ ତାଙ୍କ ନାଁ କହି ପଚାରିଲେ, ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ! ତାଙ୍କୁ ପୁଅଙ୍କ ନିକଟକୁ ନେଇଯାଇ ଚିହ୍ନିବା ପାଇ କହିଲେ । ମାଆ ପୁଅ ଙ୍କ ଭେଟ ହେଲା । କିଛି ସମୟ ତାଙ୍କୁ ପାଖରେ ରଖି ସେ ଘରକୁ ପଠାଇଦେଲେ ।
ଆପଣ ମାଆ ଙ୍କୁ ଘରକୁ ପଠାଇଦେବା ପରେ ଭାଷଣ କାହିଁକି ଦେଲେ ବୋଲି ସାମ୍ବାଦିକ ମାନେ ପଚାରିବାରୁ ସେ କହିଲେ, ମାଆ ଯଦି ଜାଣି ଯିବେ ଯେ ମୁଁ ମନ୍ତ୍ରୀ ବୋଲି ତେବେ ଲୋକଙ୍କ ଅନୁରୋଧ ଏଡି ନପାରି ନାନାଦି ସୁପାରିଶ କରିବସିବେ ଓ ମୁଁ ମାଆ ଙ୍କ କଥାକୁ ଏଡିଦେଇ ପାରିବି ନାହିଁ ।
ଇଏ ହେଉଛନ୍ତି ସେଇ ବିରଳ ଜନନାୟକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ।


LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart