Saturday, November 27, 2021
Home ଖବର ଇତିହାସ ରଚିଲା ଶ୍ରୀମନ୍ଦିର : ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା

ଇତିହାସ ରଚିଲା ଶ୍ରୀମନ୍ଦିର : ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା

ଇତିହାସ ରଚିଲା ଶ୍ରୀମନ୍ଦିର : ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା

କରୋନା ପାଇଁ ଏଥର ବିନା ଭକ୍ତରେ ହେଉଛି ସ୍ନାନପୂର୍ଣ୍ଣିମା ନୀତି। ଯାହା ଶ୍ରୀ ମନ୍ଦିର ଇତିହାସରେ ନୂଆ। ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ସୀମିତ ସେବାୟତଙ୍କ ଉପସ୍ଥିତିରେ ପ୍ରଥମେ ମଙ୍ଗଳାର୍ପଣ ଶେଷ ହୋଇଥିଲା। ମଙ୍ଗଳାର୍ପଣ ପରେ ଶ୍ରୀଜିଓଙ୍କ ଡୋରଲାଗି ଓ ପୁଷ୍ପାଞ୍ଜଳି। ଏବେ ରତ୍ନସିଂହାସନରୁ ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମ ଧାଡି ପହଣ୍ଡିରେ ଶ୍ରୀ ସୁଦର୍ଶନ, ସୁଦର୍ଶନଙ୍କ ପରେ ଧାଡି ପହଣ୍ଡିରେ ବଡ ଠାକୁୂର ବଳଭଦ୍ର, ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ପହଣ୍ଡିରେ ଆସି ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart