Sunday, April 18, 2021
Home ଖବର ୫୯ଚାଇନିଜ ଆପ ବ୍ୟାନ..ଜାଣନ୍ତୁ କେଉଁ କେଉଁ ଆପ ଅଛି ଏହି ଲିଷ୍ଟରେ..

୫୯ଚାଇନିଜ ଆପ ବ୍ୟାନ..ଜାଣନ୍ତୁ କେଉଁ କେଉଁ ଆପ ଅଛି ଏହି ଲିଷ୍ଟରେ..

୫୯ଚାଇନିଜ ଆପ ବ୍ୟାନ..ଜାଣନ୍ତୁ କେଉଁ କେଉଁ ଆପ ଅଛି ଏହି ଲିଷ୍ଟରେ..

ଆଜି ଭାରତ ସରକାର ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି।ଦୀର୍ଘଦିନ ହେବ ଚାଇନିଜ ଆପ ଗୁଡିକ ବ୍ୟବହାର ନକରିବା ପାଇଁ ସାମାଜିକ ଗଣମାଧ୍ୟମରେ ଏକ କ୍ୟାମ୍ପେନ ଚାଲିଥିଲା।ବିଭିନ୍ନ ବୟସବର୍ଗର ଲୋକ ଏହି ଦାବି କରୁଥିଲେ।

(ଵିଜ୍ଞାପନ)

ଆଜି ଶେଷରେ ଭାରତ ସରକାର ଏହି ଚାଇନିଜ ଆପଗୁଡିକ ବ୍ୟାନ କରିଛନ୍ତି।ଟିକଟକ,ହେଲୋ ପ୍ରମୁଖ ଆପ ରହିଛି ଏହି ତାଲିକାରେ।

ଦେଖନ୍ତୁ ଭାରତରେ ବ୍ୟାନ ହେଇଥିବ ଆପ ର ତାଲିକା।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...