Sunday, October 25, 2020
Home ଖବର ଅଜଗର ଠାରୁ ଲୋକ ଉଦ୍ଧାର କଲେ ମୃତ ଛେଳି

ଅଜଗର ଠାରୁ ଲୋକ ଉଦ୍ଧାର କଲେ ମୃତ ଛେଳି

ଅଜଗର ଠାରୁ ଲୋକ ଉଦ୍ଧାର କଲେ ମୃତ ଛେଳି
ଖୋର୍ଦ୍ଧା, ତା୨୮/୮- ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମର କୁସୁନି ସାହୁ ନିଜର ଛେଳି ଗୁଡିକୁ ପ୍ରତିଦିନ ଚରାଇବା ପାଇଁ ନିକଟସ୍ଥ ହନୁମନ୍ତିଆ ଜଙ୍ଗଲକୁ ଯାଇଥାନ୍ତି । ଶୁକ୍ରବାର ଦିନ ମଧ୍ୟାହ୍ନରେ ଜଙ୍ଗଲ ଭିତରେ ଥିବା ଡ୍ୟାମ ନିକଟରେ ଛେଳି ଗୁଡିକୁ ଚରାଉଥିବା ସମୟରେ ୧୫ଫୁଟ ଲମ୍ବ ବିଶିଷ୍ଟ ଏକ ଅଜଗର ଆସି ଛେଳି ପଲ ଭିତରୁ ଗୋଟିଏ ଛେଳିକୁ ସମ୍ପୂର୍ଣ୍ଣ ଗିଳି ପକାଇବାକୁ ଉଦ୍ୟମ ଆରମ୍ଭ କରିଥିଲା । ଏହି ଛେଳି ଗୁଡିକ ଚିତ୍କାର ଶୁଣି ଶ୍ରୀ ସାହୁ ଏହା ଦେଖି ଜୋରରେ ପାଟିକରି ସ୍ଥାନୀୟ ଲୋକମାନଙ୍କୁ ଡାକ ପକାଇଥିଲେ । ତାଙ୍କର ପାଟିଟିଶୁଣି ସ୍ଥାନୀୟ ଲୋକମାନେ ପହଁଚି ଅଜଗର ପାଟିରୁ ଛେଳି ଛଡ଼ାଇବାକୁ ଆରମ୍ଭ କରିଥିଲେ ।ସେହି ଛେଳିଟିକୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରି ଅଜଗରଟିକୁ ଜଙ୍ଗଲ ଭିତରେ ଛାଡି ଦେଇଥିବାର ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...