Sunday, October 24, 2021
Home ଆସ ବୁଲିଯିବା ସମୁଦ୍ର ମଝିରେ ମନ୍ଦିର..୬୦୦ ବର୍ଷ ଧରି ଜଗିଛନ୍ତି ବିଷାକ୍ତ ସାପ !

ସମୁଦ୍ର ମଝିରେ ମନ୍ଦିର..୬୦୦ ବର୍ଷ ଧରି ଜଗିଛନ୍ତି ବିଷାକ୍ତ ସାପ !

ସମୁଦ୍ର ମଝିରେ ମନ୍ଦିର..୬୦୦ ବର୍ଷ ଧରି ଜଗିଛନ୍ତି ବିଷାକ୍ତ ସାପ !

ଭାରତ ସମେତ ସମଗ୍ର ବିଶ୍ୱରେ ରହିଛି ଅନେକ ଅଲୌକିକମନ୍ଦିର।କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏଏକ ମନ୍ଦିର କଥା କହିବୁ,ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଇଣ୍ଡୋନେସିଆରେ ଅବସ୍ଥିତ ଏହି ମନ୍ଦିର ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ। ଏହି ମନ୍ଦିର ସାଗର ଉପକୂଳରେ ଅବସ୍ଥିତ ଏକ ବଡ଼ ପର୍ବତ ଉପରେ ନିର୍ମିତ।କିନ୍ତୁ ହଜାରେ ବର୍ଷ ମଧ୍ୟରେ ବାରମ୍ବାର ସମୁଦ୍ର ଜୁଆର ମାଡରେ ଏହି ପର୍ବତ ଏବେ ଛୋଟ ପଥର ଖଣ୍ଡରେ ପରିଣତ ହୋଇଛି। କିନ୍ତୁ ଏହି ନିଆରା ମନ୍ଦିର ନିର୍ମାଣର କାହାଣୀ ମଧ୍ୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଯାହା ଜାଣି​‌ଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ….

‘ତାନା ଲଟ୍’ ନାମରେ ବେଶ୍‌ ଜଣାଶୁଣା ଏହି ମନ୍ଦିର ଇଣ୍ଡୋନେସିଆର ବାଲି ସହରରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ‘ତାନା ଲଟ୍’ ର ଅର୍ଥ ସମୁଦ୍ର ସ୍ଥଳ। ବାଲି ସହରର ସମୁଦ୍ର କୂଳରେ ଥିବା ୭ଟି ମନ୍ଦିର ମଧ୍ୟରୁ ଏହି ମନ୍ଦିରଟି ଏକଦମ୍ ନିଆରା। କାରଣ ଏହାର ବିଶେଷତ୍ୱ ​​ହେଉଛି ମନ୍ଦିରଟି ଶୃଙ୍ଖଳ ବା ଜଞ୍ଜିର ଆକାରରେ ନିର୍ମିତ। ଯାହା ଅନ୍ୟ ମନ୍ଦିର ଠାରୁ ସ୍ପଷ୍ଟ ବାରି ହୋଇ ପଡେ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart