Saturday, November 27, 2021
Home ଖବର ଫିଟୁଛି କାରୋନା ମୁକାବିଲାର ବାଟ..ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ..

ଫିଟୁଛି କାରୋନା ମୁକାବିଲାର ବାଟ..ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ..

ଫିଟୁଛି କାରୋନା ମୁକାବିଲାର ବାଟ..ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ..

କରୋନା ମୁକବିଲାରେ ଆଉ ପାଦେ ଆଗକୁ ବଢିଛି ମନୁଷ୍ୟ ସମାଜ।ଏହି ମାରାତ୍ମକ ଭାଇରସ ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା ଭ୍ୟାକ୍ସିନର ପ୍ରଥମ ହ୍ୟୁମାନ ଟ୍ରାଏଲ କରାଯାଇଛି। ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ଆରମ୍ଭ ହୋଇଛି । ଜଣେ ମହିଳାଙ୍କ ଠାରେ ଗତକାଲି ଏହାର ପ୍ରଥମ ପରୀକ୍ଷଣ କରାଯାଇଛି।ସେହି ମହିଳାଙ୍କ ନାମ ହେଉଛି ଏଲିସା ଗ୍ରାନାଟୋ ।

ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୮ଶହରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ଏହାର ପରୀକ୍ଷଣ କରାଯିବ । କୌଣସି ଭ୍ୟାକସିନ୍ ପ୍ରସ୍ତୁତ ଲାଗି ସଧାରଣତଃ ୧୨ରୁ ୧୮ ମାସ ସମୟ ଲାଗିଥାଏ । ତେବେ ୩ ମାସ ସମୟସୀମା ଭିତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ରିସର୍ଚ୍ଚ ଟିମ୍ ଏହି ଭ୍ୟାକସିନ ପ୍ରସ୍ତୁତ କରିଛନ୍ତି ।ଯାହାକି ନିହାତି ଭାବେ ପ୍ରଶଂସାର ଯୋଗ୍ୟ।

ଆଡେନୋ ଭାଇରାଲ ଭେର ଶ୍ରେଣୀର ଏହି ଭ୍ୟାକ୍ସିନକୁ  ଅସ୍କଫୋର୍ଡର ଜେନର ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଛି । ଏହି ଭ୍ୟାକସିନ ଯଦି ଉପଯୋଗୀ ସାବ୍ୟସ୍ତ ହୁଏ ତେବେ ସେପ୍ଟେମ୍ବର ମାସ ବେଳକୁ ଲକ୍ଷ ଲକ୍ଷ ଡୋଜ୍ ଭ୍ୟାକସିନ୍ ପ୍ରସ୍ତୁତ କରାଯାଇପାରିବ ବୋଲି ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ଆଶା ପ୍ରକଟ କରିଛନ୍ତି।

#Coronavirus #Covid19 #Coronavacsine #coronaawarness

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart