Monday, January 25, 2021
Home ଖବର ଏ ଗ୍ରେଡ କଳାକାର ଭାବରେ ମାନ୍ୟତା ପାଇଲେ ପାଲା ଗାୟକ ଖଗେଶ୍ୱର ମାର୍ଥା

ଏ ଗ୍ରେଡ କଳାକାର ଭାବରେ ମାନ୍ୟତା ପାଇଲେ ପାଲା ଗାୟକ ଖଗେଶ୍ୱର ମାର୍ଥା

ଏ ଗ୍ରେଡ କଳାକାର ଭାବରେ ମାନ୍ୟତା ପାଇଲେ ପାଲା ଗାୟକ


ଖୋର୍ଦ୍ଧା, ତା୨୨/୭- ଅଲ ଇଣ୍ଡିଆ ରେଡ଼ିଓ ଦ୍ୱାରା ଗତ। ୧୬ ତାରିଖ ଦିନ ଓଡ଼ିଶାର ଅନ୍ୟତମ ଲୋକକଳା ପାଲାର ଗାୟକ/ଗାୟିକା ମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ପ୍ରଦର୍ଶନ ପରୀକ୍ଷାରେ ବେଗୁନିଆ ଥାନା ଅନ୍ତର୍ଗତ ଗେଡି଼ଆପଲ୍ଲୀ ଗ୍ରାମର ବାଣୀଶ୍ରୀ କଳାନିକେତନର ପ୍ରତଷ୍ଠାତା ଗାୟକ ଖଗେଶ୍ୱର ମାର୍ଥା ଜଣେ ଏ ଗ୍ରେଡ କଳାକାର ଭାବରେ ମାନ୍ୟତା ପାଇବାରେ ସମର୍ଥ ହୋଇଛନ୍ତି । ଫଳରେ ଗାୟକ ଶ୍ରୀ ମାର୍ଥା ଅଲ ଇଣ୍ଡିଆ ରେଡ଼ିଓ ଦ୍ୱାରା ଆୟୋଜିତ ରେକଡିଂ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ପ୍ରସାରଣରେ ସହାୟକ ହୋଇପାରିବ ।

ପ୍ରକାଶ ଥାଉକି,ଗତବର୍ଷ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସିସିଆରଟି ପକ୍ଷରୁପାଲା କ୍ଷେତ୍ରରେ ଉର୍ଚ୍ଚତର ଗବେଷଣା କରିବା ପାଇଁ ମନୋନୀତ ହେବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ତାଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳର ବହୁ କଳାକାର,ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...