Sunday, October 24, 2021
Home ଖବର ବେଗୁନିଆରେ ମାଟ୍ରିକ ଏ୧ରେ ୧୦ଜଣ ଛାତ୍ରଛାତ୍ରୀ ପାସ

ବେଗୁନିଆରେ ମାଟ୍ରିକ ଏ୧ରେ ୧୦ଜଣ ଛାତ୍ରଛାତ୍ରୀ ପାସ

ବେଗୁନିଆରେ ମାଟ୍ରିକ ଏ୧ରେ ୧୦ଜଣ ଛାତ୍ରଛାତ୍ରୀ ପାସ


ଖୋର୍ଦ୍ଧା, ତା୨୯/୭- ଆଜି ପ୍ରକାଶ ପାଇଥିବା ମାଟ୍ରିକ ଫଳରେ ବେଗୁନିଆ ବ୍ଲକର ମୋଟ ୧୦ ଜଣ ଛାତ୍ରଛାତ୍ରୀ ଏ ୧ ରେ ଗ୍ରେଡ ହାସଲ କରିଛନ୍ତି । ତେବେ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଚିନ୍ତ୍ୟ ଅମିତାଭ ୫୬୮,ଛାତ୍ରୀ ଆୟୁଷ୍ମିତା ଦାଶ ୫୪୦,ଅର୍ପିତା ପ୍ରିୟଦର୍ଶିନୀ ୫୪୦,ସ୍ୱାଗତିକା ସାହୁ ୫୪୦,ସ୍ମୃତିସ୍ମିତା ସାହୁ ୫୪୦,ପୋଡାଡିହ ଜନତା ବିଦ୍ୟାପୀଠ ସମିକ୍ଷା ପଟ୍ଟନାୟକ ୫୫୩,ଆଶିଷ କୁମାର ପଣ୍ଡା ୫୪୦,ଶୁଭଶ୍ରୀ ପଣ୍ଡା ୫୪୦,ସାରୁଅ ଜୟିମଙ୍ଗଳ ପଞ୍ଚପଲୀ ମା ବାଉତୀ ବିଦ୍ୟାପୀଠ ସନ୍ତୋଷ ଗିରି ୫୪୧,ଡଙ୍ଗରପଡା ଲିଙ୍ଗରାଜ ହାଇସ୍କୁଲର ଛାତ୍ର ଦେବୀ ପ୍ରସାଦ ଭାରିମଲ ୫୪୦ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ ନେଇ ବେଗୁନିଆ ବ୍ଲକର ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଗୋପବନ୍ଧୁ ହାଇସ୍କୁଲର ଛାତ୍ର ଅଚିନ୍ତ୍ୟ ଅମିତାଭଙ୍କୁ ପଚାରିବାରେ ଡାକ୍ତର ହୋଇ ରୋଗୀ ସେବା କରିବା ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart