Thursday, October 22, 2020

ଲୋକପ୍ରିୟ

ଗ୍ରାହକଙ୍କୁ ବ୍ୟାଙ୍କର ଇଏମଆଇ ଧୋକା !

ଗ୍ରାହକଙ୍କୁ ବ୍ୟାଙ୍କର ଇଏମଆଇ ଧୋକା ! ଭୁୁବନେଶ୍ୱର:ସାରା ବିଶ୍ୱରେ ଜାରି ରହିଛି କରୋନା ସଙ୍କଟ।ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ୩ ମାସ ପାଇଁ ଇଏମଆଇ ମୋରାଟୋରିୟମ୍(ବିରତି)...

ନିଜ କଲମରେ ସମାଜକୁ ସୁଧାରିବାର ଶକ୍ତି ରଖିଥିବା ବ୍ୟକ୍ତି..

ନିଜ କଲମରେ ସମାଜକୁ ସୁଧାରିବାର ଶକ୍ତି ରଖିଥିବା ବ୍ୟକ୍ତି,ଯେତେବେଳେ କେବଳ ଏକପାଖିଆ ହୋଇ ଲେଖିବା ଆରମ୍ଭ କରେ।ମତେ ବହୁତ କଷ୍ଟ ହୁଏ। କାରଣ ନିଜ...

ସାରା ବିଶ୍ବକୁ କରୋନା ଅନ୍ଧାର ଦିଶାହରା କରିସାରିଥିବା ବେଳେ, ମୁଁ ଆଲୋକର ସନ୍ଧାନରେ..

(ସାରା ବିଶ୍ବକୁ କରୋନା ଅନ୍ଧାର ଦିଶାହରା କରିସାରିଥିବା ବେଳେ, ମୁଁ ଆଲୋକର ସନ୍ଧାନରେ, ସୂର୍ଯ୍ୟୋଦୟ ଅପେକ୍ଷାରେ। ଆଶା କରେ ମୋର ଏହି କବିତା ଆପଣଙ୍କୁ ବି ନୂଆ ଆଶା ଦେବ...

ଯେଉଁଠି ପ୍ରଦୂଷଣ ଅଧିକ..ସେଇଠି କରୋନା ସଂକ୍ରମଣର ବିପଦ ଅଧିକ

ଯେଉଁଠି ପ୍ରଦୂଷଣ ଅଧିକ..ସେଇଠି କରୋନା ସଂକ୍ରମଣର ବିପଦ ଅଧିକ ଏବେ ସାରା ବିଶ୍ୱ ପାଇଁ ସଙ୍କଟ ପାଲଟିଛି କରୋନା ଭାଇରସ୍। କେତେକ ଗବେଷଣାକାରୀମାନେ କହିଛନ୍ତି...

କରୋନା ଭୂତାଣୁର ରାସାୟନିକ ଦିଗ : ଡରନ୍ତୁନି; ଭୟକୁ ଜାଣନ୍ତୁ

କରୋନା ଭୂତାଣୁର ରାସାୟନିକ ଦିଗ : ଡରନ୍ତୁନି; ଭୟକୁ ଜାଣନ୍ତୁ ଭୂତାଣୁ(ଭାଇରସ୍) ଜୀବନ୍ତ ନୁହଁନ୍ତି, କିନ୍ତୁ ଲିପିଡ(ଚର୍ବି)ର ପ୍ରତିରକ୍ଷା ସ୍ତର ଦ୍ୱାରା ଆଚ୍ଛାଦିତ ଏକ ପ୍ରୋଟିନ୍...

କରୋନାରେ ପାକିସ୍ତାନୀ କ୍ରିକେଟର ସରଫରାଜଙ୍କ ମୃତ୍ୟୁ…!!!

କରୋନାରେ ପାକିସ୍ତାନୀ କ୍ରିକେଟର ସରଫରାଜଙ୍କ ମୃତ୍ୟୁ…!!! ଲାହୋର, ୧୪|୦୪:  ପାକିସ୍ତାନର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଜାଫର ସରଫରାଜ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ...

ନିର୍ଭୀକ ଏବଂ ସାହସୀ..

ନିର୍ଭୀକ ଏବଂ ସାହସୀ.. ଗାଁରେ ଆମର ଥିବା ଜମି(କ୍ଷେତ) ମଧ୍ୟରୁ ଗୋଟେ ଜମିର ନାମ କଇଁଥ କିଆରୀ।ବୋଧହୁଏ ପୂର୍ବରୁ ସେହି ଅଞ୍ଚଳରେ ଅନେକ କଇଁଥ...

ସାମାଜିକ

ଜାଣନ୍ତୁ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ

ଜାଣନ୍ତୁ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ଆଜି ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବଲିଉଡ ଷ୍ଟାର ସୁଶାନ୍ତ...

ଭୋଗଡା ଗ୍ରାମରେ ଡକାୟତି ଘଟଣାର ପର୍ଦ୍ଦା ଫାସ,ମହିଳାଙ୍କ ସମେତ ୪ ଗିରଫ

ଭୋଗଡା ଗ୍ରାମରେ ଡକାୟତି ଘଟଣାର ପର୍ଦ୍ଦା ଫାସ,ମହିଳାଙ୍କ ସମେତ ୪ ଗିରଫ ଖୋର୍ଦ୍ଧା, ତା୧୩/୬- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରରସିଂହ ପଞ୍ଚାୟତ...

କାଳ ହେଲା ଅନଲାଇନ ଲୁଡୁ ଖେଳ.. ସ୍ତ୍ରୀ ଠାରୁ ହାରିବାରୁ ପିଟିକି ଅଣ୍ଟା ଭାଙ୍ଗିଦେଲା ସ୍ୱାମୀ..

କାଳ ହେଲା ଅନଲାଇନ ଲୁଡୁ ଖେଳ.. ସ୍ତ୍ରୀ ଠାରୁ ହାରିବାରୁ ପିଟିକି ଅଣ୍ଟା ଭାଙ୍ଗିଦେଲା ସ୍ୱାମୀ.. ଲକଡାଉନ ସମୟରେ ସମୟ ଅତିବାହିତ କରିବା ପାଇଁ ଅନଲାଇନ୍...

ଆଜିଠୁ ବଦଳିଛି ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ…ଜାଣନ୍ତୁ କଣ ସବୁ ନିୟମ ବଦଳିଛି..

ଆଜିଠୁ ବଦଳିଛି ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ…ଜାଣନ୍ତୁ କଣ ସବୁ ନିୟମ ବଦଳିଛି.. ସମଗ୍ର ଦେଶରେ ଲକଡାଉନ ଜାରି...

ସ୍ୱାସ୍ଥ୍ୟ

ଜାଣନ୍ତୁ କରୋନାର ଆଉ ୬ଟି ନୂଆ ଲକ୍ଷଣ ବିଷୟରେ..ମୁଣ୍ଡବିନ୍ଧା ସହିତ ଆଉ କଣ କଣ ଏହି ଲକ୍ଷଣ..

ଜାଣନ୍ତୁ କରୋନାର ଆଉ ୬ଟି ନୂଆ ଲକ୍ଷଣ ବିଷୟରେ..ମୁଣ୍ଡବିନ୍ଧା ସହିତ ଆଉ କଣ କଣ ଏହି ଲକ୍ଷଣ.. ଜାଣନ୍ତୁ କରୋନା ମହମାରୀକୁ ନେଇ ସାରା ବିଶ୍ୱରେ...

ଜାଣନ୍ତୁ କେସର ପାଣି ପିଇବାର ଚମତ୍କାରୀତା…

ଜାଣନ୍ତୁ କେସର ପାଣି ପିଇବାର ଚମତ୍କାରୀତା… ଆଜିକାଲି ପୁଣିଥରେ ଫେରିଛି ପୁରୁଣା ଟ୍ରେଣ୍ଡ।ପ୍ରାୟ ସବୁଲୋକ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇବାକୁ ଘରୋଇ...

ଫିଟୁଛି କାରୋନା ମୁକାବିଲାର ବାଟ..ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ..

ଫିଟୁଛି କାରୋନା ମୁକାବିଲାର ବାଟ..ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ.. କରୋନା ମୁକବିଲାରେ ଆଉ ପାଦେ ଆଗକୁ ବଢିଛି ମନୁଷ୍ୟ ସମାଜ।ଏହି ମାରାତ୍ମକ ଭାଇରସ ସହ...

ପାଇଖାନାରେ ବ୍ୟବହାର କରୁଛନ୍ତି କି ମୋବାଇଲ??ହୋଇପାରେ ଏହି ରୋଗ!!

ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଏକାଧିକ ମାନସିକ ଏବଂ ଶାରୀରିକ ରୋଗ ସୃଷ୍ଟିର କାରଣ ଅଟେ।ଏବେ ଏକ ତଥ୍ୟ ଆସିଛି ଏସମ୍ପର୍କରେ ଯାହାକି ଆପଣଙ୍କୁ ଆହୁରି ଚିନ୍ତିତ କରିଦେବ।ଏବେ ସ୍ୱାସ୍ଥ୍ୟ...
satta king chart